Jai Odisha
News

ଅରମଦା ମାର୍ଟ ଖୋଲିବା ନାଁରେ ବଡ଼ ଠକେଇ

ଇନଭେଷ୍ଟ ନାଁ ରେ ଠକେଇ

ଭୁବନେଶ୍ୱର : ଇନଭେଷ୍ଟର, ଲ୍ୟାଣ୍ଡ ଓନର ଏବଂ ଫ୍ରାଞ୍ଚାଇଜ ଦେବା ନାଁରେ ସାରା ଭାରତରୁ ୧୦୦ କୋଟିରୁ ଉର୍ଦ୍ଧ, କେବଳ ଓଡିଶାରୁ ୧୨ କୋଟି ଟଙ୍କାର ଚୁନା ଲଗାଇଛି I ମାସକୁ 8 ପ୍ରତିଶତ ସୁଧ ଦେବାର ପ୍ରଲୋଭନ ଦେଖାଇ କୋଟିଏ ଟଙ୍କାର ଠକେଇ. ଚାରୋଟି ସିଷ୍ଟର କମ୍ପାନୀ ନାଁରେ ଠକେଇ. ୟୁପି, ଅହମଦାବାଦରେ ରୁହନ୍ତି – କେବଳ ଓଡ଼ିଶାରୁ 12 କୋଟି ଟଙ୍କାର ଠକେଇ ହୋଇଛି. ପର୍ଶୁରାମ ପଳକୁ ପୂର୍ବରୁ ମଧ୍ୟ ଗିରଫ ହୋଇ ଜେଲରବ ଥିଲେ I ଓପିଆଇଡି କୋର୍ଟଙ୍କ ଅନୁମତି ପାରେ ଆଗ୍ରାରୁ ପ୍ରଡ଼କ୍ସନ ୱାରେଣ୍ଟରେ ରହିଛି I ଏବେ ସେ ଆଗ୍ରାରୁ ଚୌଦ୍ୱାର ଜେଲକୁ ଆସିଛି I ଓଡ଼ିଶାରେ ଥିବା ସହଯୋଗୀ ପଙ୍କଜ ପରିଡ଼ାକୁ ପୂର୍ବରୁ ଗିରଫ କରାଯାଇଥିଲା. ୨୦ ଲକ୍ଷରୁ ୫ କୋଟି ଟଙ୍କା ଡିପୋଜିଟ କରିବା ପରେ, ୮ ପ୍ରତିଶତ ସୁଧ ଦେବା ପାଇଁ କହୁଥିଲା ଠକ. ଫେବ୍ରୁୟାରୀ ୨୦୨୩ ରୁ ଏହି ସଂସ୍ଥା ଠକେଇ କରିଥିଲା I ଓଡ଼ିଶା ସମେତ ଝାଡ଼ଖଣ୍ଡ, ଏମ. ପି, ୱେଷ୍ଟ ବେଙ୍ଗଲ, ମହାରାଷ୍ଟ୍ର, ଜାମ୍ମୁ କାଶ୍ମୀର, ୟୁପି, ଗୁଜରାଟ ଇତ୍ୟାଦି ରାଜ୍ୟରେ ଠକେଇ କରିଛି I ମାର୍ଟ ତିଆରି କରିବା ଓ ନେଟ ବିଲିଙ୍ଗ କରିବାର ୩ ପ୍ରତିଶତ ସୁଧ ଦେବାକୁ କହି ଠକିଥିବା ସୂଚନା ମିଳିଛି I

 

Leave A Reply

Your email address will not be published.