Jai Odisha
News

ଆଜିଠୁ ଆରମ୍ଭ ଜି-20 ବୈଦେଶିକ ସ୍ତରୀୟ ବୈଠକ

ନୂଆଦିଲ୍ଲୀ, ୧।୩: ଆଜିଠୁ ଆରମ୍ଭ ଜି-20 ବୈଦେଶିକ ସ୍ତରୀୟ ବୈଠକ । ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସାମିଲ ହେବେ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀ । ରଷ-ୟୁକ୍ରେନ ଯୁଦ୍ଧଠୁ ନେଇ ଖାଦ୍ୟ ,ଶକ୍ତି ସୁରକ୍ଷା, ବିକାଶ ଏବଂ ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା । ଏହି ବୈଠକରେ ଯୋଗଦେବାକୁ ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀ ମାନେ ନୂଆଦିଲ୍ଲୀରେ ପହଁଞ୍ଚି ସାରିଛନ୍ତି ।  ତେବେ ସୀମା ବିଦାଦ ଚାଲିଥିବା ବେଳେ ଚୀନର ବୈଦେଶିକ ମନ୍ତ୍ରୀ ମଧ୍ୟ G20ର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.