Jai Odisha
News

ଆଜି କ୍ୟାବିନେଟ୍:୨୫ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ଵର, ୨୨/୦୯ :  ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ମିଳିଛି ।୨୫ ପ୍ରସ୍ତାବ ଉପରେ ବାଜିପାରେ ମୋହର ।   ବୈଠକରେ ସମବାୟ, ଜଳ ସମ୍ପଦ, ଆଇଟି, ନଗର ଉନ୍ନୟନ, ପଞ୍ଚାୟତିରାଜ, ପୂର୍ତ୍ତ ପ୍ରମୁଖ ବିଭାଗଗୁଡିକର ପ୍ରସ୍ତାବ ଉପସ୍ଥାପିତ ହେବା ସହ ପାରିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.