Jai Odisha
News

ଆଜି ଠାରୁ ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୧।୮:ଖାଉଟୀମାନଙ୍କ ପାଇଁ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର । ଏଣିକି ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ ଗ୍ୟାସ ।   ଏହି ସୂଚନା ଦେଇଛନ୍ତି ସରକାର । ଏଣିକି ୧୯ କେ.ଜି ଗ୍ୟାସ ସିଲିଣ୍ଡରର ଦାମ୍ ୯୯.୭୫ ଟଙ୍କାକୁ ଖସିଛି । ତେବେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୬୮୦ ଟଙ୍କାକୁ ହ୍ରାସ ପାଇଛି ।   ତେବେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

 

 

 

Leave A Reply

Your email address will not be published.