Jai Odisha
News

ଆଜି ଠୁ ୧,୨,୫,୧୦ ଓ ୨୦ଟଙ୍କିଆ

ନୂଆଦିଲ୍ଲୀ,୬/୬: ପିଏମ୍ ମୋଦୀ ଆଜି ୧,୨,୫,୧୦ ଓ ୨୦ଟଙ୍କିଆ କଏନ୍‌ର ସ୍ପେଶାଲ ସିରିଜ ଜାରି କରିବେ । ଏହି କଏନ ବିଶେଷ ଭାବରେ ବହୁତ ଗୁରୁତ୍ପୂର୍ଣ୍ଣ ଅଟେ । କାରଣ ଏହି ସ୍ପେଶାଲ ସିରିଜର କଏନକୁ ଦୃଷ୍ଟିହୀନମାନେ ବି ସହଜରେ ଚିହ୍ନିପାରିବେ।  ପିଏମଓ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.