Jai Odisha
News

ଆଜି ନୂଆଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୪।୧: ଆଜି ନୂଆଦିଲ୍ଲୀ ମେୟର ନିର୍ବାଚନ। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପାଇବ ନୂଆ ମେୟର। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଅନୁମତି କ୍ରମେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ   । ପ୍ରଥମେ କାଉନସିଲରଙ୍କ ବୈଠକ ବସିବାକୁ ଥିବା ବେଳେ ମେୟର ନିର୍ବାଚନ ହେବ। ଏପରିକି ନବ ନିର୍ବାଚିତ କାଉନସିଲର ମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ।

Leave A Reply

Your email address will not be published.