Jai Odisha
News

ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୩: ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ ଉପରେ କରିବେ ଆଲୋଚନା । ସାମିଲ ହେବେ ସଂପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀ ଏବଂ ସଚିବଙ୍କ ବ୍ୟତୀତ ରାଜ୍ୟ, ଶିଳ୍ପ ଏବଂ ପୁଞ୍ଜି ବିନିଯୋଗ ଗୋଷ୍ଠୀର ବହୁ ହିତାଧିକାରୀ । ବଜେଟ୍ ଘୋଷଣାର ଉତ୍ତମ କାର୍ଯ୍ୟକାରିତା ପାଇଁ  ପରାମର୍ଶ ଦେବେ  ।  ବିଶ୍ବ ସ୍ତରୀୟ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ ବଜେଟ୍ ଆବଣ୍ଟନ ବୃଦ୍ଧି କରୁଛନ୍ତି।

Leave A Reply

Your email address will not be published.