Jai Odisha
News

ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ

ଭୂବନେଶ୍ୱର ,୨୨।୧୨:ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରା । ଦୀର୍ଘ ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିଲେ ସାନ୍ତରା । ତେବେ ତାଙ୍କ ଘରୁ ନଗଦ ୧ କୋଟି ୬ଲକ୍ଷ ୪୪ ହଜାର ଟଙ୍କା ମିଳିଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ପ୍ରେସମିଟରେ ସୂଚନା ଦେଇଛନ୍ତି । ୧ କେଜି ୮୩ ଗ୍ରାମ ସୁନା ଓ ୬ କେଜି ରୂପା ମିଳିଥିବା ସୂଚନା ରହିଛି । ସେହିପରି ଭିଜିଲାନ୍ସ ଦ୍ୱାରା ରୂପା ଗ୍ଲାସ ଓ ଥାଳି ଜବତ ହୋଇଥିଲା ।

Leave A Reply

Your email address will not be published.