Jai Odisha
News

ଉତ୍ତରାଖଣ୍ଡରେ ଭୂମିକମ୍ପ : ରିକ୍ଟର ସ୍କେଲରେ ୪.୧ ତୀବ୍ରତା

ନୂଆଦିଲ୍ଲୀ ,୧୨/୦୨:  ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂମିକମ୍ପ ହୋଇଛି । ଶନିବାର ସକାଳ ୫ଟା ୩ ମିନିଟ୍‌ରେ ଉତ୍ତରକାଶୀ ଜିଲ୍ଲାର ୩୯ କି.ମି ପୂର୍ବରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।  । ଫଳରେ ଲୋକ ମାନେ ଭୟଭୀତ ହୋଇଥିଲେ । କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.