Jai Odisha
News

ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

ଭୁବନେଶ୍ୱର, ୨୦।୮  : ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ ଏବଂ ସେ ଏମ୍ସର ପ୍ଲାଷ୍ଟିକ୍ ସର୍ଜରୀ ବିଭାରେ ଚିକିତ୍ସିତ ହେଉଥିଲେ ।    ଏମ୍‌ସ ସର୍ଜରୀ ବିଭାଗ ପଞ୍ଚମ ମହଲା ଉପରୁ ଡେଇଁପଡ଼ି ରୋଗୀଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣକ ହେଲେ ମହେନ୍ଦ୍ର ସ୍ବାଇଁ।  ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ମହେନ୍ଦ୍ର  ରହି ଚିକିତ୍ସିତ ହେଉଥିଲେ।

Leave A Reply

Your email address will not be published.