Jai Odisha
News

ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କୁ ଉତ୍କଳ ରତ୍ନ ସମ୍ମାନ

ଭୁବନେଶ୍ୱର,୪ା୩:ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଉରକେଲା ଦିବସ ପାଳନ ଅବସରରେ ରାଉରକେଲାରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ୭ ବର୍ଷ ଧରି ରାଉରକେଲା ଦିବସ ପାଳନ କରିଆସୁଥିବା କାନଭାସ୍ ପରିବାର ପକ୍ଷରୁ ଓଟିଭି ଏମ୍‌ଡିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ରତ୍ନ ସମ୍ମାନ ।

Leave A Reply

Your email address will not be published.