Jai Odisha
News

ଓଡିଶାର୧୫ ପୋଲିସଙ୍କୁ ସେବା ମେଡାଲ

ଭୁବନେଶ୍ୱର,୧୪/୮:   ସ୍ୱାଧୀନତା ଦିବସ   ଉପଲକ୍ଷେ ଓଡିଶାର ୧୫ ଜଣ ପୋଲିସଙ୍କୁ ମିଳିବ ମେଡାଲ । ଗୃହମନ୍ତ୍ରାଳୟ ପକ୍ଷରୁ ପୋଲିସ ସେବା ମେଡାଲ ଘୋଷଣା କରାଯାଇଛି । ଏଥିମଧ୍ୟରୁ ୨ଜଣଙ୍କୁ ସାହସିକତା ସେବା ପଦକ, ୨ ଜଣଙ୍କୁ ଉଲ୍ଳେ୍ଖନିୟ ସେବା ପଦକ ଆଉ ୧୧ଜଣଙ୍କୁ ଉକ୍ରୃଷ୍ଟ ପୋଲିସ ସେବା ପଦକ ମିଳିବ ।ଓଡିଶାର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସରୋଜ ମହାପାତ୍ରଙ୍କୁ ଉଲ୍ଳେଖନୀୟ ସେବା ପଦକ ଦିଆଯିବ । ଏହାସହିତ କୁମାର କର୍ମୀ ଆଉ ପୀତବାସ ପାଣ୍ଡେଙ୍କୁ ସାହସିକତା ପଦକ ମିଳିବ । ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ଏହି ମେଡାଲ ପ୍ରଦାନ କରାଯିବ ।

Leave A Reply

Your email address will not be published.