Jai Odisha
News

କଟକ ବାଲିଯାତ୍ରା ପଡ଼ିଆରେ ନିମ୍ନ ମାନର ଖାଦ୍ୟକୁ ନେଇ ଚଢ଼ାଉ

କଟକ, ୧୦/୧୧ :  ନିମ୍ନ ମାନର ଖାଦ୍ୟକୁ ନେଇ ଚଢ଼ାଉ। ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ୱାର୍ଡର ଚଢ଼ାଉ। ବିପୁଳ ପରିମାଣରେ ବାସୀ ଖାଦ୍ୟ ନଷ୍ଟ କଲା ଟିମ। ଚଢ଼ାଉ ପାଇଁ ଚାରିଟି ଟିମ ଗଠନ ହୋଇଛି ।ଚୌମିନ,ମୋମୋ, ବିରିୟାନି, ଚାଟ,ଦହିବରା, ତରକାରୀ ଆଦି ବିଭିନ୍ନ ପ୍ରକାର ବାସୀ ଖାଦ୍ୟ ଜବତ କରି ନଷ୍ଟ କଲା ସ୍ୱାଡ।ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ।ତେଲ ଓ ମସଲା ମାନକୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ।

Leave A Reply

Your email address will not be published.