Jai Odisha
News

କଳମ୍ୱ ଗ୍ରାମ ଠାରେ ” ଆମ ଓଡ଼ିଶା ନବୀନ ଓଡ଼ିଶା ” ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା – ୧୨/୦୨/୨୦୨୪ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କଳମ୍ୱ ଗ୍ରାମ ଠାରେ ” ଆମ ଓଡ଼ିଶା ନବୀନ ଓଡ଼ିଶା ” ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା ଶିବିର କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି।କାର୍ଯ୍ୟକ୍ରମରେ ଜନ ପ୍ରତିନିଧି ଓ ଜନ ସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.