Jai Odisha
News

କୁସୁମବନ୍ଦ ଗ୍ରାମରେ କାଳବୈଶାଖୀର ତାଣ୍ଡବ

ନବରଙ୍ଗପୁର   ,୩୦।୫:-ଡାବୁଗାଁ ବ୍ଲକ କୁସୁମବନ୍ଦ ଗ୍ରାମରେ କାଳବୈଶାଖୀର ତାଣ୍ଡବ ଭାଙ୍ଗିଲା ଗଛ ଅଲ୍ପକେ ବର୍ତ୍ତିଲେ ପରିବାର ବର୍ଗ ।ସୂଚନାଯୋଗ୍ୟ:-କାଳବୈଶାଖୀ ଯୋଗୁଁ ବହୁ ଜରରେ ଗଜଡ଼ାଘଡି ସହ ପବନ ବର୍ଷା ହେବା ଫଳରେ ଘରଉପରେ ଗଛ ପଡିଯାଇଥିଲା ଘରଭିତରେ ଥିବା ପରିବାର ସଦର୍ଶ ମାନେଅରଣମୁଖରୁ ଅଲ୍ପକେ ବର୍ତ୍ତିଯାଇଥିଲେ ।ଏହି ଘଟଣା ବିଷୟରେ ସୂଚନା ପାଇଁ ଡାବୁଗାଁ ବ୍ଲକ ଅଧକ୍ଷ ବିଣା ମାଝୀ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟଯୋଗାଇଦେବାପାଇଁ ପ୍ରତିଶ୍ରୁତିଦେଇଛନ୍ତି ।

Leave A Reply

Your email address will not be published.