Jai Odisha
News

କେନ୍ଦ୍ରାପଡା ରାଜନଗର ନାବାଳିକା ଦୁର୍ଷମ ମାମଲାରେ ଆଜି ରାୟ ଶୁଣାଇଲେ କୋର୍ଟ

କେନ୍ଦ୍ରାପଡା,୦୩/୦୩:କେନ୍ଦ୍ରାପଡା ରାଜନଗର ନାବାଳିକା ଦୁର୍ଷମ ମାମଲାରେ ଆଜି ରାୟ ଶୁଣାଇଲେ କୋର୍ଟ |ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି|୨୦୧୮ ମସିହାର ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ରାଜନଗର ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଛନ୍ତି କେନ୍ଦ୍ରାପଡା ପକ୍ସୋ କୋର୍ଟ । ଏହି ମାମଲାରେ ଦୀର୍ଘ ୪ ବର୍ଷ ଫଇସଲା ହୋଇଛି ଓ ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ସହିତ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ କରାଯାଇଛି ।

 

Leave A Reply

Your email address will not be published.