Jai Odisha
News

କେନ୍ଦ୍ର ମନ୍ତ୍ରୀ ଯୋହନ୍ ବାର୍ଲା ଙ୍କୁ ଡାବୁଗାଁ ବିଜେପି ତରଫରୁ ସ୍ବାଗତ

ନବରଙ୍ଗପୁର,୦୫/ ୦୭:- ନବରଙ୍ଗପୁର ଗସ୍ତ ରେ ଆସିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଯୋହନ ବାର୍ଲା ଙ୍କୁ ଡାବୁଗାଁ ବିଜେପି ତରଫରୁ ଭବ୍ୟ ସ୍ଵାଗତ କରାଗଲା। ଏହି ଅବସରରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପର୍ଶୁରାମ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ଓ ଦିୱାନ ସିଂ, ଜିଲ୍ଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ, ବୋରିଗାଁ ମଣ୍ଡଳ ରେ ବରିଷ୍ଠ ନେତା ରାଜେନ୍ଦ୍ର ବିଷୟୀ ଓ ଦଶମୁ କଲାର ପ୍ରମୁଖ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

Leave A Reply

Your email address will not be published.