Jai Odisha
News

ଗଣଶିକ୍ଷା ବିଭାଗର ” ଆମ ଶିଶୁ ଆମ ଦାୟିତ୍ଵ” କାର୍ଯ୍ୟକ୍ରମରେ CRCCଙ୍କ ନିଆରା ପ୍ରୟାସ

ନବରଙ୍ଗପୁର  ,୨୦ା୪-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୟୁ ଦିଶାରୀ ଗୁଡା ରେ ପ୍ରଧାନ ଶିକ୍ଷକ ରଂଜନ ଖୁରା ଓ CRCC ବାବୁଲାଲ ହରିଜନ ନିଆରା ପ୍ରୟାସ ।ବାପାର ମୃତ୍ୟୁ ପରେ ମାଆ ଚାରି ଛୁଆ କୁ ଛାଡି ମାଆ ଚାଲି ଯିବାରୁ ଅସହାୟ ସମୟରେ ଦୁଇଟି ସନ୍ତାନ କୁ ଧନସଉଲଇ ସେବାଶ୍ରମରେ ନାମ ଲେଖାଇବାକୁ ଗାଆଁ ରେ ମେମ୍ବର, ଗ୍ରାମବାସୀ, ପ୍ରଧାନ ଶିକ୍ଷକ, CRCC ସହଯୋଗ ରେ ବୈଠକ ହୋଇଥିଲା। ଶିଶୁ ସୁରକ୍ଷା ପାଇଁ 108 ସହ ଯୋଗାଯୋଗ କରି ପିଲାଙ୍କୁ ପାଠ ପଢିବାକୁ ନିକଟସ୍ଥ ବିଦ୍ୟାଳୟ ରେ ନାମ ଲେଖା ପାଇଁ ଅବଗତ କରିଥିଲୁ। ଆସନ୍ତା ଦିନରେ ଶିଶୁ ସୁରକ୍ଷା ବିଭାଗ ତରଫରୁ ପିଲାମାନଙ୍କୁ ସୁରକ୍ଷା ପାଇଁ ମତ ପୋଷଣ କରିବା ସହ ବାପା ମୃତ୍ୟୁ ର ମୃତ୍ୟୁ ପ୍ରମାଣପତ୍ର ଥିବାରୁ ସରକାର ତରଫରୁ ସହଯୋଗ ମିଳିବା ମତ ପ୍ରଦାନ କରିଥିଲେ। CRCC ଓ ପ୍ରଧାନ ଶିକ୍ଷକ ମହାଶୟ ଙ୍କ କାମ କୁ ଲୋକଙ୍କ ପ୍ରଶଂସା କରୁଥିଲେ।ଆମ ଶିଶୁ ଆମ ଦାୟିତ୍ଵ କୁ ସୁଚାରୁରୂପେ ସମ୍ପାଦନା ପାଇଁ ଗଣଶିକ୍ଷା ବିଭାଗ ର ପ୍ରେରଣା ଦାୟକ କାର୍ଯ୍ୟକ୍ରମ ପିଲାମାନଙ୍କୁ ସୁରକ୍ଷା ଦେଉଛି।

Leave A Reply

Your email address will not be published.