Jai Odisha
News

ଜଷ୍ଟିସ ଶତ୍ରୁଘନ ପୂଜାହାରୀ ହେଲେ ଓଡ଼ିଶା ମାନବାଧିକାର କମିଶନ ନୂଆ ଅଧ୍ୟକ୍ଷ

ଭୁବନେଶ୍ବର,୯।୨:ଓଡ଼ିଶା ମାନବାଧିକାର କମିଶନର ନୂଅ| ଅଧ୍ୟକ୍ଷ ଭାବେ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଓଡ଼ିଶା ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଓ ସଦସ୍ୟ ପଦରେ ନିଯୁକ୍ତି ଦିଆଯାଇଛି।  ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ଓଡ଼ିଶା ମାବବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅସୀମ ଅମିତାଭ ଦାସଙ୍କୁ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଭାବେ ନିଯୁକ୍ତି ମିଳିଛି।

Leave A Reply

Your email address will not be published.