Jai Odisha
News

ଡାବୁଗାଁ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ

ନବରଙ୍ଗପୁର ,୩୦/୧୦:ଡାବୁଗାଁ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ।ସୂଚନାଯୋଗ୍ୟ ଡାବୁଗାଁ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଶିବସଙ୍କର ମଣ୍ଡଳ ଯୋଗଦେଲେ ଏଠି ପୂର୍ବରରୁ ସେ ଝରିଗାଁ ବ୍ଲକରେ ଏବିଓ ଭାବରେ କାର୍ଯ୍ୟରତ ଥିଲେ । ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଆଜି ସାମ୍ବାଦିକ ସଂଘର ସମ୍ପାଦକ ମିହୀର ସଙ୍କର ପାତ୍ର ଏବଂ ଉପସଭାପତି ଗଗନ ଗନ୍ତାୟତ ସମେତ ଅନ୍ୟ ଅନ୍ୟ ମାନେ ମଧ୍ୟ ଉପସ୍ଥିତଃ ରହି ଡାବୁଗାଁ ବ୍ଲକର ଶିକ୍ଷାଗତ ସମସ୍ୟା ବିଷୟରେ ଆଲଚନା କରିଥିଲେ ।ଆଜି ନୂତନ ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗର ଏକ୍ସକେଡ଼େର ସଂଘର ସଭାପତି ଏବଂ ସମ୍ପାଦକ ଜିତେନ୍ଦ୍ର ମାଝୀ ମଧ୍ୟ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।ନୂତନ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ପରେ ଡାବୁଗାଁ ବ୍ଲକରେ ଶିକ୍ଷାର ମାନ ବାଡିବ ବଲି ଆଶା କରାଯାଉଛି ଏବେ ଦେଖିବାକୁ ବାକି ରହିଲା ଡାବୁଗାଁ ବ୍ଲକରେ ଶିକ୍ଷାର ମାନ ବଡୁଛିକି ନଇଁ ।

Leave A Reply

Your email address will not be published.