Jai Odisha
News

ଡାବୁଗାଁ ରେ ଅଟଳ ଜୟନ୍ତୀ ପାଳିତ

ନବରଙ୍ଗପୁର ,୨୬।୧୨:ଆଜି ଡିସେମ୍ବର ୨୫ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ଡାବୁଗାଁ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଙ୍କ ବାସଭବନରେ ପାଳନ କରା ଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ମାନସ ତ୍ରିପାଠୀ ଓ ଦଳର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଶ୍ରୀ ମାଝୀ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ଜୀବନ ଉପରେ ଆଲୋକପାତ କରି ବୁଝାଇ ଥିଲେ।

Leave A Reply

Your email address will not be published.