Jai Odisha
News

ତରକାରୀରେ ଫିନାଇଲ,୧୦ ଛାତ୍ର ଅସୁସ୍ଥ

ବାଲେଶ୍ୱର ,୧୧/୩:ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି ।ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି । ଅସୁସ୍ଥ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ପଠାଯାଇଛି । ସୂଚନା ଅନୁସାରେ, ରୋଷେଇ ବେଳେ ତରକାରୀରେ ଫିନାଇଲ ମିଶିଯିବାରୁ ଏହି ଅଘଟଣ ହୋଇଛି । ପାଚିକା ତରକାରୀରେ ଭୁଲ୍‌ରେ ଫିନାଇଲ ମିଶାଇ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.