Jai Odisha
News

‘ଦମନ’ ଓଡ଼ିଆ ସିନେମା ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୧୧ : ହଲରେ ଓଡ଼ିଆ ସିନେମା ‘ଦମନ’ ଦେଖିଲେ ଦର୍ଶକଙ୍କୁ ଲାଗିବନି ଟିକସ । ଓଡିଶା  ସରକାରଙ୍କ  ମ୍ୟାଲେରିଆ  ନିରାକରଣ  କାର୍ଯ୍ୟକ୍ରମ  ଉପରେ  ନିର୍ମିତ  ଚଳଚ୍ଚିତ୍ର  ଦମନର  ପ୍ରଦର୍ଶନକୁ  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ସମ୍ପୂର୍ଣ୍ଣ ଟିକସ  ମୁକ୍ତ  ଘୋଷଣା  କରିଛନ୍ତି  ।ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ। ବାସ୍ତବ  ଜୀବନରେ  ମାଲକାନଗିରିର  ଦୁର୍ଗମ  ଅଞ୍ଚଳରେ  ସ୍ୱାସ୍ଥ୍ୟସେବା  ଯୋଗାଇବାରେ  ଜଣେ ଯୁବ ଡାକ୍ତର  ମାନବିକତାର ଯେଉଁ  ନୂଆ ଉଦାହରଣ ସୃଷ୍ଟି  କରିଛନ୍ତି  ତାହା  ଏ  ଚଳଚ୍ଚିତ୍ରର  ବିଷୟ ବସ୍ତୁ । ସ୍ୱାସ୍ଥ୍ୟ  ବିଭାଗ  ସମେତ  ସବୁ  ସରକାରୀ  କର୍ମଚାରୀ ମାନଙ୍କ  ମଧ୍ୟରେ  ସେବା ମନୋଭାବକୁ  ଆହୁରି  ମଜବୁତ୍  କରିବା  ଦିଗରେ  ଏହା  ପ୍ରଭାବିତ  କରିବ  ବୋଲି  ମୁଖ୍ୟମନ୍ତ୍ରୀ  ଆଶା  ବ୍ୟକ୍ତ  କରିଛନ୍ତି  ।

 

Leave A Reply

Your email address will not be published.