Jai Odisha
News

ଦଳବିରୋଧୀ କାର୍ଯ୍ୟ ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା

ଭୁବନେଶ୍ୱର,୮।୨ :  ବିଜେଡିରୁ ନରେଶ ଚନ୍ଦ୍ର ମହାନ୍ତିଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି । ତେବେ ନରେଶ ଚନ୍ଦ୍ର ମହାନ୍ତି ଯାଜପୁରର ପୂର୍ବତନ ଜିଲା ପରିଷଦ ସଭାପତି ବାବରେ କାର୍ଯ୍ୟ କରିଆସୁଥିଲେ । । କିନ୍ତୁ ସେ ଦଳ ବିରୋଧୀ କାର୍ୟ୍ୟ କରିବାକୁ ତାଙ୍କୁ ନିଲମ୍ବନ କରାଯାଇଛି। ନରେଶଙ୍କୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ସସପେଣ୍ଡ କରିଥିବା ଜଣାପଡିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ନରେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

Leave A Reply

Your email address will not be published.