Jai Odisha
News

ଦୁର୍ନୀତି ଲିପ୍ତ ହେଲେ ଚାକିରୀ ଯିବ …

...୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧୨/୧୧: ରାଜ୍ୟ ସରକାର  ଦୁର୍ନୀତି ଲିପ୍ତ ଅଧିକାରୀ  ଆଉ ୮ ଅଧିକାରୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଚାକିରିଆଙ୍କୁ ବହିଷ୍କାର କରାଗଲାଣି । ୮ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିମାପଡ଼ାର ତହସିଲଦାର୍ ରାମଚନ୍ଦ୍ର ଜେନା । ତାଙ୍କୁ ମଧ୍ୟ ବାଧ୍ୟତାମୁଳକ ଅବସର ଦିଆଯାଇଛି । ନିକଟରେ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଥିଲା । ତାଙ୍କ ଘରୁ ବିପୁଳ ସମ୍ପତି ଠାବ ହୋଇଥିଲା ।

Leave A Reply

Your email address will not be published.