Jai Odisha
News

ନକଲି ମଶାବତୀ କାରଖାନା ଠାବ

ଜଗତସିଂହପୁର ,୧୨।୨: ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନା ଠାବ କରାଯାଇଛି । ପାରାଦୀପ ପୋଲିସ ଅଚାନକ ଚଢାଉ କରି   ନକଲି କାରବାରର ପର୍ଦ୍ଦାଫାଶ କରିଛି । ଚଢ଼ାଉ ବେଳେ ବହୁ ସାମଗ୍ରୀ ଜବତ ହୋଇଛି । ଜଣକୁ ଅଟକ ରଖି ତଦନ୍ତ ଚାଲିଛି ପୋଲିସ ।ଅନେକ ଦିନ ହେବ ଏଠି ଚାଲିଥିଲା ଏହି ଡୁପ୍ଲିକେଟ୍ କାରବାର । ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶାବତୀ ତିଆରି କରି ଏମାନେ କରୁଥିଲେ   ବ୍ୟବସାୟ ।

Leave A Reply

Your email address will not be published.