Jai Odisha
News

ନକଲି ମେଡିସିନ କାରବାର ଘଟଣା , ଦୁଇ ଜଣ ଗିରଫ

କଟକ,୧୨/୦୯: ନକଲି ମେଡିସିନ କାରବାର ଘଟଣାରେ କଟକରୁ ଦୁଇଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ଗିରଫ କଲା ପୁଲିସ। ଡିଷ୍ଟ୍ରିବ୍ୟୁଟର ତଥା ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନ ଓ ଭିଆର ଡ୍ରଗ୍ କେୟାରର ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଏସିପି ଓ ପୁରିଘାଟ ଥାନା ଆଇଆଇସି ଜେରା କରିଛନ୍ତି। ଏହା ସହ ଏମାନଙ୍କର କଳା ବ୍ୟବସାୟର ଚେର ଖୋଜୁଛି ପୁଲିସ।

Leave A Reply

Your email address will not be published.