Jai Odisha
News

ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର,୩୧।୧୨:-ଡାବୁଗାଁ କଲ୍ୟାଣି ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେଡି ରୋ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଆଜି ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ବିଜେଡିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଶ୍ରୀ ଈଶ୍ୱର ପାଣିଗ୍ରାହୀ ଙ୍କ ଉପସ୍ଥିତିରେ ବିଜେଡି ଦଳକୁ ଆହୁରି ଅଧିକ ସୁଦୃଡ଼ କରିବା ପାଇଁ ଆଲଚନା ହେଇଥିଲା ।ଆଜି ଏହି ବୈଠକରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ଡାବୁଗାଁ ବିଧାୟକ ଶ୍ରୀ ମାନହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ମତିରାମ ନାୟକ, ଯାଜପୁର ଅଂଚଳର ପ୍ରକାଶ ମାଝୀ,ଦେବାଶିଷ ପାତ୍ର, ୫ଟି ଜିଲ୍ଲାର ଛାତ୍ର ପର୍ୟବେକ୍ଷକ ହରିଶଙ୍କର ରାଉତ,ଜିଲ୍ଲା ସଂଯଜକ ପ୍ରମାଦ ପାଢ଼ୀ,ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୟୀ,ଧନସିଂ ଭତ୍ରା,ଯସବନ୍ତ ନାୟକ,ଜିଲ୍ଲାର ବାରିଷ୍ଟ ନେତା ବଦ୍ରି ନାରାୟଣ ସିଂ, କୈଳାସ ବିଶୟୀ, ସାଂସଦ ପ୍ରତିନିଧି ଆପା ରାଓ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,,ଜିଲ୍ଲା ଯୁବ ବିଜେଡି ସଭାପତି ସୁଧାଂଶୁ ଦାସ,ଟି ଜଗନୁ ବାବୁ,ବବଲୁ ତ୍ରିପାଠୀ,ବ୍ଲକ ଉପାଧକ୍ଷ ସଦାନନ୍ଦ ନାୟକ,ପରେସ ଜେନା,ଲିଙ୍ଗରାଜ ଭତ୍ରା ସମେତ ଶତାଧିକ ବିଜେଡି କର୍ମୀ ଆଜି ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.