Jai Odisha
News

ନିଜକୁ ଗୁଳିକଲେ ପୋଲିସ ଇନ୍ସପେକ୍ଟର

କୋରାପୁଟ,୨୬ା୭:କୋରାପୁଟ ପୋଲସ ମୁଖ୍ୟ କାର୍ଯ୍ୟାଳୟ ଭିତରେ ଫୁଟିଲା ଗୁଳି । କାର୍ଯ୍ୟରତ ଇନିସପେକ୍ଟର ନରେନ୍ଦ୍ର ବିଶ୍ବାଳ ନିଜ ଉପରକୁ ନିଜେ ଗୁଳି କରିଥିବା ଜଣାପଡିଛି । ଗୁଳିକାଣ୍ଡରେ ନରେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ କାରଣରୁ ସେ ନିଜେ ଉପରକୁ ଗୁଳି ଚଳାଇଛନ୍ତି ତାହା ଜଣାପଡିନି ।

Leave A Reply

Your email address will not be published.