Jai Odisha
News

ନୀଳଚକ୍ରରେ ବସିଲା ଚିଲ, ଅଶୁଭ ଆଶଙ୍କାରେ ଭକ୍ତ

ପୁରୀ,୨ା୨:ମଙ୍ଗଳବାର ପହିଲାରୁ ଜଗତରନାଥ ଜଗନ୍ନାଥଙ୍କ ବଡ଼ ଦେଉଳ ଭକ୍ତଙ୍କ ପାଇଁ ଖୋଳିଛି । ଶ୍ରୀଜୀଉଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି ଶ୍ରଦ୍ଧାଳୁ । ହେଲେ ଅପରାହ୍ଣରେ ନୀଳଚକ୍ର ଉପରେ ଏକ ଚିଲ ଦୀର୍ଘ ସମୟ ଧରି ବସି ରହିବା ଘଟଣା ଭକ୍ତଙ୍କ ମନରେ ଅଶୁଭ ଆଶଙ୍କା ପ୍ରକାଶ ପାଇଛି । ଏହି ଚିଲ ବସି ରହିବା ଘଟଣାକୁ ନେଇ ଆଲୋଚନା ଜୋର ଧରିଛି । ହେଲେ ମହାବାହୁଙ୍କ ଶ୍ରୀମନ୍ଦିର ନୀଳଚକ୍ରରେ ଚିଲ ବସିବା କେତେ ଅଶୁଭ ହେବା ଘଟଣାକୁ ଖଣ୍ଡନ କରିଛନ୍ତି ସେବାୟତ । ଆଗକୁ କ’ଣ ହେବ ତାହା କାଳିଆ ସାଆ’ନ୍ତଙ୍କୁ ଜଣା ବୋଲି ସେବାୟତ କହିଛନ୍ତି ।

Leave A Reply

Your email address will not be published.