Jai Odisha
News

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ

ଭୁବନେଶ୍ୱର ୨୮।୦୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ୬୨୦ ଜୋନରୁ ବିଜେଡି ୫୫୩ଟିରେ ଆଗୁଆ ରହିଛି । ବିଜେପି ଓ କଂଗ୍ରେସ ୩୦ଟି ଲେଖାଏଁ ଜୋନରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଦେଖିବାକୁ ଲାଗିଛି ଲଢ଼େଇ ।

Leave A Reply

Your email address will not be published.