Jai Odisha
News

ପଞ୍ଜାବ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା

ଚଣ୍ଡିଗଡ଼,୦୫/୨୯: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା। ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ରାଜ୍ୟର ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଥିଲେ । ଉକ୍ତ ଭିଆଇପିଙ୍କ ମଧ୍ୟରେ ରହିଥିଲେ ରାଜ୍ୟର ଜଣେ ବିଶିଷ୍ଟ ଗାୟକ ସିଦ୍ଧୁ ମୁସେୱାଲା । କିଛି ଦୁବୃତ୍ତ ତାଙ୍କୁ ଦ୍ୱାରା ହତ୍ୟା ହତ୍ୟା କରିଥିବା ସୂଚନା ମିଳିଛି। ଦୁବୃତ୍ତମାନେ ତାଙ୍କ କାରରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେମାନେ ଫାଇରିଂ କରିଥିଲେ ଫଳରେ ମୁସେୱାଲାଙ୍କ ସମେତ ଅନ୍ୟ ତିନିଜଣ ମଧ୍ୟ ଗୁଳି ଲାଗିଛି। ସମସ୍ତ ଆହତଙ୍କୁ ମନସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.