Jai Odisha
News

ପର୍ଯ୍ୟଟକଙ୍କ ପାଇଁ ୪ ମାସ ଶିମିଳିପାଳ ବନ୍ଦ

ମୟୂରଭଞ୍ଜ,୧୬/୦୬: ଆଜିଠୁ ୪ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ  ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁ ଆସୁଥିବାରୁ ଶିମିଳିପାଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟଟକ ମାନଙ୍କ ସରୁକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ବନ୍ଦ କରାଯାଇଛି । ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ୍‌ ସୂଚନା ଦେଇଥିବା ବେଳେ ବର୍ଷା ଋତୁ ଶେଷ ହେବା ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବ  ।

Leave A Reply

Your email address will not be published.