Jai Odisha
News

ପୁରୀରେ ଖୁବ୍ ଶୀଘ୍ର ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ବିମାନ ବନ୍ଦର

ପୁରୀ ,୮। ୩: ପୁରୀରେ ବିମାନବନ୍ଦର ନେଇ ମଙ୍ଗଳବାର ପୁନର୍ବାର ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଛି । ଦିଲ୍ଲୀ ଏବ ଭୁବନେଶ୍ଵର ୭ ଜଣ ବିଶେଷଜ୍ଞ ପୁରୀରେ ପହଞ୍ଚି ସର୍ଭେ ଅରମ୍ଭ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସହିତ ଆଲୋଚନା କରିଛନ୍ତି। ପୁରୀ ସଦର ସିପସରୁବାଲି ଅଞ୍ଚଳ ଜାଗାରେ ପହଞ୍ଚି ଏହି ଟିମ୍ କରିଛନ୍ତି ସର୍ଭେ।ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ। ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।

Leave A Reply

Your email address will not be published.