Jai Odisha
News

ପୁରୀରେ ଟୁରିଷ୍ଟ ବସ ଦୁର୍ଘଟଣା

ପୁରୀ,,୫।୬: ପୁରୀ ମଙ୍ଗଳାଘାଟ ଷ୍ଟଲିଂ ଛକ ବାଇପାସ୍‌ ରାସ୍ତାର ଓମ୍‌କାରେଶ୍ବର ମନ୍ଦିର ସମ୍ମୁଖରେ ଏକ ବସ୍‌ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି |  ମୁତାବକ ପୁରୀରେ ଆଜି ଏକ ଟୁରିଷ୍ଟ ବସରେ ଗଞ୍ଜାମ ଛତ୍ରପୁରର ସତ୍ୟ ନିରଞ୍ଜନ ଦାଶ((୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ(୫୦)ଙ୍କ ସହ ପୁରୀ ମଙ୍ଗଳାଘାଟର ରାକେଶ ନନ୍ଦ(୨୦)ଙ୍କୁ ଧକ୍କା ଦେଇଥିଲା | ଆଉ ଘଟଣାସ୍ଥଳରେ ହିଁ ଏମାନଙ୍କ ମୃତ୍ୟୁ ହୋଇଛି

Leave A Reply

Your email address will not be published.