Jai Odisha
News

ପୁରୀ ଜିଲାରେ ୨ ଦିନ ସ୍କୁଲ ଛୁଟି ; ଜିଲାପାଳ ସମର୍ଥ ବର୍ମା

ଭୁବନେଶ୍ବର, ୧୭।୮: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୧୭ ଓ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ସମର୍ଥ ବର୍ମା। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.