Jai Odisha
News

ପୁରୀ ଶ୍ରୀମନ୍ଦିରରେ ରକ୍ତର ଛିଟା,ଘଣ୍ଟାଏ ନୀତି ବିଳମ୍ବ

ପୁରୀ,୦୭।୦୩:ପୁରୀ ଶ୍ରୀମନ୍ଦିରରେ ରକ୍ତର ଛିଟା । ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଛି ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଛି ଏହି ରକ୍ତଛିଟା । ଏହି ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ନୀତି । ଆଉ ଏହି ମହାସ୍ନାନ ନୀତି ଯୋଗୁଁ ଘଣ୍ଟାଏରୁ ଅଧିକ ସମୟ ଧରି ନୀତିକାନ୍ତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି ।  ମନ୍ଦିର ଧୁଆ ହେଲା ଏବଂ ପରେ ଚୁନ ପାଣଇ ଛିଞ୍ଚ ଯାଇଛି । ଏହାସହିତ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି ।

 

Leave A Reply

Your email address will not be published.