Jai Odisha
News

ପୁରୀ ସଦର ଅଞ୍ଚଳରେ ବୋମାମାଡ଼

ପୁରୀ , ୨୭।୧:  ପୁରୀ ସଦର ଅଞ୍ଚଳରେ ବୋମାମାଡ଼ । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି । ତେବେ ଏହି ବୋମାମାଡ଼ କେଉଁ ମାନେ କରିଛନ୍ତି ଓ କେତେ ଜଣ ଏହି ଘଟଣରେ ସଂପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ୍ ।

Leave A Reply

Your email address will not be published.