Jai Odisha
News

ପ୍ରତି ପଞ୍ଚାୟତରେ ଗଡ଼ିବ ‘Mo Bus’

ଭୁବନେଶ୍ୱର, ୨୪।୫:ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’। ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ ବସ୍‌’ । ଏନେଇ ସୂଚନା ଦେଲେ ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ଲକ୍ଷ୍ମୀ ସ୍କିମ୍‌ରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ପ୍ରଥମ ଫେଜ୍‌ରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ଚାଲିବ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଚାଲିବ ମୋ ବସ୍‌ |ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ‘ମୋ ବସ୍‌’ ।

Leave A Reply

Your email address will not be published.