Jai Odisha
News

ପ୍ରୟାସର ସୁନ୍ଦର ପ୍ରୟାସ

ଭୁବନେଶ୍ୱର ୧୪।୦୩ : ଭୁବନେଶ୍ୱରର ରାମମନ୍ଦିରରେ ପ୍ରୟାସ ପକ୍ଷରୁ ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ପ୍ରୟାସ ସଂଗଠନ ପକ୍ଷରୁ ଏହି ଆର୍ଥିକ ଅନଗ୍ରସର ଥିବା ବର ଓ କନ୍ୟା ଦାନ ପାଇଁ  ପିତାମାତା ଉପସ୍ଥିତ ରହି ନିରାଡ଼ମ୍ବର ସହ ବିବାହ କାର୍ଯ୍ୟ ସମ୍ପନ କରିଛନ୍ତି। ଆର୍ଯ୍ୟ ସମାଜରୁ ବାଜା ନାଚ ଗୀତ ଗାଇ ରୋଷଣ କରି ବର ଯାତ୍ରୀ ପହଞ୍ଚିଥିଲେ । ଏହାପରେ ରାମମନ୍ଦିରରେ ସୁସଜ୍ଜିତ ଥିବା ମଣ୍ଡପର ବେଦିରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Leave A Reply

Your email address will not be published.