Jai Odisha
News

ବଡଓଲମା ପଞ୍ଚାୟତରେ ପ୍ରତାମଥର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହେଲେ ୭ଟି ପରିବାର

 

ନବରଙ୍ଗପୁର , ୨୨।୫:-ଡାବୁଗାଁ ବ୍ଲକ ବଡଓଲମ ପଞ୍ଚାୟତରେ ଆଜି ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ବୁଝିବା ସହ 7ଟି ଗରିବପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ସରପଞ୍ଚ । ବଡଓଲମ ପଞ୍ଚାୟତରେ ପ୍ରତାମଥର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହେଲେ ୭ଟି ପରିବାର ଆଜି ଏହି ଅବସରରେ ଉପସ୍ଥିତ ଥିଲେ ବଡ଼ଅଲମା ପଞ୍ଚାୟତ ନିର୍ବାହୀ ଅଧିକାରି,ନୟବ ସରପଞ୍ଚ , ବାରିଷ୍ଟ ବିଜେପି ନେତା ରାଜେନ୍ଦ୍ର ବିଷୟି, ଜଗଦୀଶ,ହେମାନନ୍ଦ,ଡ଼ମରୁ ନିରଞ୍ଜନ,ଖଗୁ,ଭବାନୀ,ବସୁ,ଅମିତ ଏବଂ ଗ୍ରାମବାସୀ ।ତଥା ସାତ ଗୋଟି ହରିଶ୍ଚନ୍ଦ୍ର ଯୋଜନାରେ ଉପକୃତ ହଇଥିବା ପରିବାରର ସଦସ୍ୟ  ।

Leave A Reply

Your email address will not be published.