Jai Odisha
News

ବରମୁଣ୍ଡା ବସଷ୍ଟାଣ୍ଡରୁ ୫୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର, ୨୪।୯: ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦ କେଜି ଗଞ୍ଜେଇ ଜବତ  କରିବା ସହ  ୪  ଜଣ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଅବକାରୀ ଟିମ୍ ଗିରଫ କରିଛି । । ଗିରଫ ଅଭିଯୁକ୍ତମାନେ  ହେଲେ ରଘୁନାଥ କର, ସରୋଜ ନାୟକ , ବିପିନ ନାୟକ, ଜିତୁ ଦଣ୍ଡସେନା ।  ଅବକାରୀ ଟିମ୍ ପାଟ୍ରୋଲିଂ  କରୁଥିବା ସମୟର କିଛି ଗଞ୍ଜେଇ ପ୍ୟାକେଟ ହୋଇ ଏକ ଗୁପ୍ତ ସ୍ଥାନରେ ଚାଲାଣ କାରି ରଖିଥିଲେ ।  ଅବକାରୀ ଟିମ୍‌ର ସନ୍ଦେହ ହେବାରୁ ସେଠାକୁ ଯାଇ ଚେକ୍ କରିବା ପରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ  ଗିରଫ କରିଥିଲା। ଏଗୁଡିକ ସବୁ ବସ ରେ ଚାଲାଣ  କରିବାକୁ ରଖିଥିଲେ ।

Leave A Reply

Your email address will not be published.