Jai Odisha
News

ବସ୍ତି ବାସିନ୍ଦାଙ୍କୁ ଶୌଚାଳୟ, ଡ୍ରେନ୍‌, ପାଣି, ଯୋଗାଇ ଦେବାକୁ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୮/୧୧: ବସ୍ତି ବାସିନ୍ଦାଙ୍କୁ ଶୌଚାଳୟ, ଡ୍ରେନ୍‌, ପାଣି, ଯୋଗାଇ ଦେବାକୁ ବ୍ୟବସ୍ଥା | ଆସନ୍ତା ୧୦ ତାରିଖଠୁ ରାଜଧାନୀରେ ଥିବା ବସ୍ତିରେ ଡ୍ରେନ୍‌ ସର୍ଭେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିବେ । ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଜାଗା ପ୍ରଦାନ କରାଯିବ । ପ୍ରଥମେ ମହିମା ବସ୍ତିରୁ ଏହି ସର୍ଭେ ଆରମ୍ଭ ହେବ । ସୂତ୍ର ପକ୍ଷରୁ ଏନେଇ ସର୍ଭେ କରାଯିବ । ବସ୍ତି ବାସିନ୍ଦାଙ୍କୁ ଶୌଚାଳୟ, ଡ୍ରେନ୍‌, ପାଣି, ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଥିବା ୪୨୦ ବସ୍ତି ବାସିନ୍ଦା ଏହାଦ୍ୱାରା ଉପକୃତ ହେବେ ।

Leave A Reply

Your email address will not be published.