Jai Odisha
News

ବିଚ୍‌ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ,୦୧/ ୧୧:  କଟକ ସଦର ଥାନା ପ୍ରତାପନଗରୀରେ ଅଘଟଣ । ବିଚ୍ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକ ଛୁରା ମାଡ଼ କରିଥିବାର ସୂଚନା ମିଳିଛି । କଲେଜରୁ ବସ୍‌ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଛୁରାମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଆଘାତ  ଲାଗିଛି।  ଗୁରୁତର ଆହତ ହୋଇ  ଏହି ଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କଲେଜରୁ ଫେରି ଚାଲିଚାଲି ଘରକୁ ଗଲାବେଳେ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିଲା। ଏକ ତରଫା ପ୍ରେମରୁ ଜଣେ ଯୁବକ ଛୁରାମାଡ଼ କରିଥିବା ସୂଚନା ମିଳିଛି।ଛୁରା   ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।

Leave A Reply

Your email address will not be published.