Jai Odisha
News

ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକ ମୃତଦେହ

ଖୋର୍ଦ୍ଧା ,,୨ା୧: ଖୋର୍ଦ୍ଧା ଜଂକିଆ ଛଣଗିରି ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଇଲେଭେନ କେଭି ବିଦ୍ୟୁତ ତାର ଖୁଣ୍ଟିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି। ମୃତକ ଜଣଙ୍କ ଛଣଗିରି ଗ୍ରାମର କୁନା ବୋଲି ଜଣାପଡିଛି। ହେଲେ ମୃତ୍ୟୁ ର କାରଣ ଜଣାପଡିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Leave A Reply

Your email address will not be published.