Jai Odisha
News

ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍

ଭଦ୍ରକ, ୨୦/୧୧ : ଭଦ୍ରକରୁ ପୁରୀ ଚାଲିବ ମେମୁ ଟ୍ରେନ୍। ଭଦ୍ରକ ଷ୍ଟେସନରୁ ସକାଳ ୭ଟାରେ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ। ଏ ସମ୍ପର୍କରେ ଡିଆରଏମଙ୍କ କାର୍ଯ୍ୟାଳୟରୁ ଭଦ୍ରକ ଷ୍ଟେସନ ମ୍ୟାନେଜେରଙ୍କ ନିକଟକୁ ଶନିବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଉକ୍ତ ମେମୁ ଟ୍ରେନ୍‌କୁ ରହଣି ସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.