Jai Odisha
News

ଭିଜିଲାନ୍ସ ଜାଲରେ ମୁଖ୍ୟ ଇଲେକ୍ଟ୍ରିକାଲ୍ ନିରୀକ୍ଷକ

ଭୁବନେଶ୍ୱର,୧୪/୦୨:ଭିଜିଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା  । ମୁଖ୍ୟ ଇଲେକ୍ଟ୍ରିକାଲ୍ ନିରୀକ୍ଷକ ସୁନୀଲ କୁମାର ପଣ୍ଡାଙ୍କ ଘରେ ରେଡ୍ ହୋଇଛି । ସମ୍ବଲପୁରରେ କାର୍ଯ୍ୟରତ ଥିବା ମୁଖ୍ୟ ଇଲେକ୍ଟ୍ରିକାଲ୍ ନିରୀକ୍ଷକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଆୟ ବର୍ହିଭୂତ ସମ୍ବତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଚଢ଼ାଉରେ ୨ ଜଣ ଡିଏସପି, ୯ ଇନ୍ସପେକ୍ଟର୍, ୯ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି

Leave A Reply

Your email address will not be published.