Jai Odisha
News

ଭିଜିଲାନ୍ସ ଜାଲରେ TPSODL ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀ

ଭୁବନେଶ୍ୱର,୩୧ା୧:  ଭିଜିଲାନ୍ସ ଜାଲରେ TPSODL ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀ|TPSODL ମୁଖ୍ୟ କାର୍ଯ୍ୟାଳୟରେ ଚାକିରୀ କରୁଥିବା ମୁଖ୍ୟ ପ୍ରବନ୍ଧକ ପ୍ରମୋଦ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ । ଏକକାଳୀନ ଗଞ୍ଜାମ ଏବଂ ପୁରୀର 10ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଗଞ୍ଜାମର 9 ଟି ଜାଗା ସହ ପୁରୀରେ ଗୋଟାଏ ଜାଗାରେ ଭିଜିଲାନ୍ସ ରେଡ଼ ।

Leave A Reply

Your email address will not be published.