Jai Odisha
News

ଭୁବନେଶ୍ବର ଓୟୁଏଟି କ୍ୟାମ୍ପସ୍ ପରିସରରୁ ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୧/୦୨: ଓୟୁଏଟି ପରିସରରୁ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ବ ବିଶ୍ବବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା। ଓୟୁଏଟି କ୍ୟାମ୍ପସ ପରିସର ଥିବା ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମୃତ ମହିଳା ପ୍ରଫେସରଙ୍କ ଜଣକ ହୋଇଛନ୍ତି ବାସନ୍ତୀ ଜେନା ବୋଲି ଜଣାପଡିଛି । ବାସନ୍ତୀ ଜେନା ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ ।ଘଟଣାସ୍ଥଳରେ ପୋଲିସ ଓ ସାଇଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରଫେସରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ।

 

Leave A Reply

Your email address will not be published.