Jai Odisha
News

ଭୁବନେଶ୍ୱରେ ୨୮ ଅକ୍ଟୋବରରେ ଆୟୋଜନ ହେବ ନିଯୁକ୍ତି ମେଳା

ଭୁବନେଶ୍ବର,୨୭/୧୦  : ବେକାର ଯୁବକଯୁବତୀଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ), ଭୁବନେଶ୍ୱର ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ) ମଧ୍ୟ ଭାଗ ନେଇ ପାରିବେ। ଏହା ୨୮ ଅକ୍ଟୋବର ୨୦୨୨ ରେ ଏନସିଏସସିଡ଼ିଏ (NCSCDA) କ୍ଯାମ୍ପସ ପରିସରରେ ଅନୁଷ୍ଠିତ ହେବ।ସେଥିରେ ଆଂଶିକ ଭିନ୍ନକ୍ଷମମାନେ (୪୦%ରୁ କମ୍) ମଧ୍ୟ ଭାଗ ନେଇ ପାରିବେ। ଏହା ଶୁକ୍ରବାର ଏନ୍‌ସିଏସ୍‌ସିଡ଼ିଏ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ହାଉସ କିପିଙ୍ଗ , ଗ୍ରାହକ କେୟାର ଏକ୍ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, କିଚେନ ହେଲପେର, ସୁପରଭାଇଜର ,ଟେଲି ମାର୍କେଟିଂ ପ୍ରାୟ ୪୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ପଞ୍ଚମ ଶିକ୍ଷାଗତ ପାସ , ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ। ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଇତ୍ୟାଦି ଡକ୍ୟୁମେଣ୍ଟ୍ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି ଏହି ନିଯୁକ୍ତି ମେଳାରେ ହାଉସ୍ କିପିଙ୍ଗ, ଗ୍ରାହକ ସେବା ଏକ୍‌ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, କିଚେନ ହେଲ୍‌ପର, ସୁପରଭାଇଜର, ଟେଲି ମାର୍କେଟିଂ ସହାୟକ ଆଦି ପ୍ରାୟ ୪୦୦ରୁ ଅଧିକ ପଦବିରେ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନି ଅଂଶଗ୍ରହଣ କରିବେ

Leave A Reply

Your email address will not be published.